ସଂଚାର
୨୦୧୭ ମସିହାରେ ଆୟୋଜିତ ସଞ୍ଚାର ଉପରେ ଦ୍ୱିଦିବସୀୟ ରାଜ୍ୟସ୍ତରୀୟ କର୍ମଶାଳାର ଉଦ୍ଘାଟନୀ ଉତ୍ସବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସାଧୁଚରଣ ପଣ୍ଡା, ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା ପ୍ରମୁଖ ଉପସ୍ଥିତ ଅଛନ୍ତି ।
‘ସ୍ୱୀକାର’ ପକ୍ଷରୁ ଆୟୋଜିତ ‘ସଞ୍ଚାର: ଏକ ଶାସ୍ତ୍ରୀୟ କଳା’ ଶୀର୍ଷକ ଆଲୋଚନାଚକ୍ର ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ର ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁଧାଂଶୁ ଶେଖର ରଥ ମଞ୍ଚାସୀନ ଅଛନ୍ତି ।
‘ସ୍ୱୀକାର’ ପକ୍ଷରୁ ଆୟୋଜିତ ସଞ୍ଚାର ଓ ପାଲାର ଏକ ତୁଳନାତ୍ମକ ପ୍ରଦର୍ଶନରେ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀକାନ୍ତ ମହାପାତ୍ର, ପଦ୍ମଶ୍ରୀ ଡକ୍ଟର ଚତୁର୍ଭୁଜ ମେହେର ଓ ବାଦ୍ୟ ବିଶାରଦ ଡକ୍ଟର ଘାସିରାମ ମିଶ୍ର ପ୍ରମୁଖ ମଞ୍ଚାସୀନ ଅଛନ୍ତି ।
ସଂଚାରର ବର୍ତ୍ତମାନ ସ୍ଥିତି ଓ ଭବିଷ୍ୟତ ଶୀର୍ଷକ ଆଲୋଚନା ଚକ୍ରରେ ସଂସ୍କୃତି ଗବେଷକ ଡକ୍ଟର ଶ୍ୟାମ ସୁନ୍ଦର ଧର , ଓଡ଼ିଆ ପ୍ରାଧ୍ୟାପକ ଡକ୍ଟର ଶ୍ୟାମ ଭୋଇ , ଅବସରପ୍ରାପ୍ତ ଜିଲ୍ଲା ଓ ଦୌରା ବିଚାରପତି ଗୋପରଞ୍ଜନ ଦୁବେ ଉପସ୍ଥିତ ଅଛନ୍ତି
‘ସ୍ୱୀକାର’ ପକ୍ଷରୁ ଆୟୋଜିତ ‘ସଞ୍ଚାରରେ ଶାସ୍ତ୍ରୀୟତା’ ଶୀର୍ଷକ ଆଲୋଚନାଚକ୍ର ।
ଜାପାନରେ ସଞ୍ଚାର କଳା ପରିବେଷଣ କରିଥିବା ବିଶିଷ୍ଟ କଳାକାର ଦୁଃଖନାଶନ ବେହେରା ‘ସ୍ୱୀକାର’ ପକ୍ଷରୁ ଆୟୋଜିତ କର୍ମଶାଳାରେ ପରିବେଷଣ କରୁଛନ୍ତି ।
ଜାପାନରେ ସଞ୍ଚାର କଳା ପରିବେଷଣ କରିଥିବା ବିଶିଷ୍ଟ କଳାକାର ଅଲେଖ ସାହୁ ‘ସ୍ୱୀକାର’ ପକ୍ଷରୁ ଆୟୋଜିତ କର୍ମଶାଳାରେ ପରିବେଷଣ କରୁଛନ୍ତି ।
୨୦୨୧ ମସିହା ମାର୍ଚ୍ଚ ମାସରେ ହୋଟେଲ ଶିଲା ଟାୱାର୍ସ ଠାରେ ଆୟୋଜିତ ‘ସଞ୍ଚାର କଳାରେ ଶାସ୍ତ୍ରୀୟତା’ ଶୀର୍ଷକ କର୍ମଶାଳାରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ସଙ୍ଗୀତା ଗୋସାଇଁ ଉଦବୋଧନ ଦେଉଛନ୍ତି ।
ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରରର ଗବେଷଣାରତ ଛାତ୍ରଛାତ୍ରୀ ମାନେ ସଞ୍ଚାର କଳାକୁ ଉପଭୋଗ କରୁଛନ୍ତି ।
ସଞ୍ଚାର ପରିବେଷଣକୁ ଲୋକକଳା ପ୍ରେମୀ ଉପଭୋଗ କରୁଛନ୍ତି ।